Advertisment

ପୁରୀ ଅଠର ନଳାରେ ଫାଟ ଜଳଜଳ; ରିଟେନିଂ ୱାଲ ବି ଦୁର୍ବଳ

ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି। ଏମିତିକି ଆବର୍ଜନା ପାଣି ପଶି ଗନ୍ଧରେ ଫାଟୁଛି ଅଠରନଳା ପରିବେଶ। ଏହାକୁ ନେଇ ବୁଦ୍ଧିଜୀବୀ ଓ ଗବେଷକ ଅସନ୍ତୋଷ ଝାଡ଼ିଥିବା ବେଳେ ASI କହିଛି, ସୃଷ୍ଟି ହୋଇଥିବା ଫାଟ ଯୋଗୁଁ କୌଣସି ବିପଦ ଆଶଙ୍କା ନାହିଁ। ଖୁବ୍‌ଶୀଘ୍ର ମରାମତି କରାଯିବ ।

Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ