""
ବିବିଧ Videos ଅକାଳରେ ଲିଭିଗଲା ଚାରି ଜଣଙ୍କ ଜୀବନ ଦୀପ ମାଆର ବୁକୁ ଫଟା କାନ୍ଦରେ ଭିଜିଯାଇଛି ଖଣ୍ଡିଆବନ୍ଧ ତେଲିସାହି ଅଞ୍ଚଳ । ଅକାଳରେ ଲିଭିଗଲା ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ଜୀବନ ଦୀପ....କିଏ ବା ଧୈର୍ଯ୍ୟ ଧରିବ... ଘରେ କାନ୍ଦ ବୋବାଳି ପଡିଛି । ମୃତକଙ୍କ ମାଆ ଆଖିରୁ ଲୁହ ଶୁଖୁନି । ଦୁଇ ପତ୍ନୀଙ୍କ କଥା ନକହିଲେ ଭଲ... କାନ୍ଦିକାନ୍ଦି ଘଡିକି ଘଡି ବେହୋସ ହୋଇଯାଉଛନ୍ତି । 03 Jun 2024 13:15 ISTPallipuspa Samal Follow UsPuri Firecracker MishapAdvertisment Read More Puri Firecracker