Advertisment

ପୂରଣ ହେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱପ୍ନ; ବାଦାମପାହାଡ଼କୁ ଗଡ଼ିବ ଏକ୍ସପ୍ରେସ ଟ୍ରେନ୍‌

ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରୀ ବି ହେବେ । କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ ।

Advertisment

ଯାହା ୯୦ ବର୍ଷରେ ହୋଇ ନଥିଲା, ତାହା ତତ୍କାଳ ହୋଇପାରିଲା । ରାଷ୍ଟ୍ରପତି ହେଲେ ବୋଲି ପୂରଣ ହେବାକୁ ଯାଉଛି ଦ୍ରୌପଦୀ ମୁର୍ମୁ ଓ ମୟୂରଭଞ୍ଜ ବାଦାମ ପାହାଡ଼ବାସୀଙ୍କ ସ୍ୱପ୍ନ । ଶେଷରେ ବାଦାମପାହାଡ଼କୁ ଗଡ଼ିବ ଏକ୍ସପ୍ରେସ ଟ୍ରେନ । ଆଉ ଗର୍ବର ବିଷୟ, ଖୋଦ୍ ରାଷ୍ଟ୍ରପତି ଏହାର ଶୁଭାରମ୍ଭ ବି କରିବେ । ସେଥିପାଇଁ ସଜେଇ ହେଉଛି ବାଦାମପାହାଡ଼ ଷ୍ଟେସନ ଓ ଖୁସିରେ ଗଦଗଦ୍ ସ୍ଥାନୀୟ ବାସିନ୍ଦା ।

Advertisment
President Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ