Droupadi Murmu
Advertisment
ପୁଣିଥରେ ନିଜ ଜନ୍ମମାଟିକୁ ଫେରୁଛନ୍ତି ମହାମହିମ ରାଷ୍ଟ୍ରପତି । ଖିଚିଂ ସ୍ଥିତ ଐତିହାସିକ ମା କିଚକେଶ୍ୱରୀ ମନ୍ଦିରର ଦର୍ଶନ କରିବେ ରାଷ୍ଟ୍ରପତି । ଏହା ସହ ମାଆଙ୍କର ଆଳତୀରେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣା ପଡ଼ିଛି । ଏନେଇ ରାଷ୍ଟ୍ରପତିଙ୍କର କାର୍ଯ୍ୟାଳୟରୁ ଇ-ମେଲ ଯୋଗେ ଖବର ଦିଆଯାଇଛି, ଯାହାର ସୂଚନା ଦେଇଛନ୍ତି ମାଆ କୀଚକେଶ୍ୱରୀ ମନ୍ଦିର କମିଟିର ପରିଚ୍ଛା ଅଜୟ କୁମାର ସାହୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us