By: Swadesi Megha Mallhar Prusty
Last updated: 10 January 2024, 11:21 AM IST
#ଦୁଇ_ହାତ_ନାହିଁ.. ଗୋଡ଼ରେ ମାରୁଛନ୍ତି ତୀର..
#ଗୋଲଡେନ୍_ଗର୍ଲ_ଶୀତଲ୍_ଦେବୀ..
ଯଦି ଜୀବନରେ କେବେ ଆପଣ ହାର୍ ମାନିଯିବା ପରିସ୍ଥିତିରେ ପଡ଼ନ୍ତି.. ସେତେବେଳେ ଶୀତଲ ଦେବୀଙ୍କୁ ନିଶ୍ଚୟ ମନେ ପକାଇବେ.. ତାଙ୍କ ଜୀବନୀକୁ ଥରେ ନିଶ୍ଚୟ ପଢିବେ.. ଆଉ ହାରିବାକୁ ନୁହେଁ ଲଢିବାକୁ ଇଚ୍ଛା ହେବ..