Advertisment

ଧଳା ଘୁଷୁରୀ ଚାଷରୁ ଲକ୍ଷପତି

ଧଳା ଘୁଷୁରୀ ଚାଷ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନୟାଗଡ଼ ଜିଲ୍ଲା କଇଁଥଗାଡ଼ିଆ ଅଞ୍ଚଳର ରଘୁନାଥ ମହାନ୍ତି...

Advertisment

ବ୍ୟବସାୟ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ ଚାଷ ପରିବାରରେ ହସର ଲହରୀ ଖେଳାଇଛି... ରୋଜଗାର ପାଇଁ ଦିନେ ସେ ଅନ୍ୟ ଉପରେ ନିର୍ଭର କରୁଥିଲେ, ଆଜି କିନ୍ତୁ ସେ ଆତ୍ମନିର୍ଭରଶୀଳ...ଧଳା ଘୁଷୁରୀ ଚାଷ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନୟାଗଡ଼ ଜିଲ୍ଲା କଇଁଥଗାଡ଼ିଆ ଅଞ୍ଚଳର ରଘୁନାଥ ମହାନ୍ତି...

Advertisment
Nayagarh Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ