""
ବିବିଧ Videos କୁନି ଝିଅ କରିଥିଲା ଗୁହାରୀ... ପ୍ରତିଶ୍ରୁତି ଦେଇ ଠକିଦେଲେ ଦର୍ଶକବନ୍ଧୁ ଦେଖନ୍ତୁ ଏଇ କୁନି ଝିଅକୁ... ବଡ଼ ବଡ଼ ବାବୁଙ୍କ ଆଗରେ ନିଜ ଗାଁ ସମସ୍ୟାକୁ କେମିତି ନେହୁରା ହୋଇ ଜଣାଉଛି...ଆଉ ଅଭିନବ ଢଙ୍ଗରେ ସାହସର ସହ ଅଭିଯୋଗ ବି କରୁଛି। ଏଇ ଭିଡିଓ କିଛି ଦିନ ତଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ... ପ୍ରଶାସନିକ ଅଧିକାରୀ ଏବଂ ନେତା ଏଇ ଗାଁକୁ ଆସିଥିଲେ, ପ୍ରତିଶ୍ରୁତି ବି ଦେଇଥିଲେ... କିନ୍ତୁ ଏଯାଏଁ ଗାଁକୁ ଭଲ ରାସ୍ତା କି ପିଇବା ପାଣି ବ୍ୟବସ୍ଥା ହୋଇ ପାରିଲାନି... 31 Mar 2024 09:15 ISTPallipuspa Samal Follow Usforget promises given to little Koraput girlAdvertisment Read More Little Girl