MKCG Hospital
Advertisment
ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି...ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର। ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ ସହ ଆଲୋଚନା କରିଛି...ଖୁବଶୀଘ୍ର ଆସିବେ ନୂଆ ଡାକ୍ତର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us