""
ବିବିଧ Videos କଣ୍ଢେଇକୁ ନଚାଉଥିବା ମଣିଷଟି ଆଜି ନିଶବ୍ଦ ଦିନେ ଏଇ ହାତ କଣ୍ଢେଇ ଗଢ଼ୁଥିଲା । ଆଉ କଣ୍ଢେଇକୁ ନଚାଉଥିଲା ନିଜ ଇସାରାରେ । ଠିକ୍ କଣ୍ଢେଇର ଭାଗ୍ୟ ବିଧାତା ସାଜି । ନିଜ ଇଚ୍ଛାରେ କଣ୍ଢେଇକୁ ନଚାଉଥିବା ମଣିଷଟି ଆଜି ନିଶବ୍ଦ । ଆଜି ବିଧିର ନିର୍ଦ୍ଦେଶରେ ସବୁଦିନ ପାଇଁ ନିରବୀ ଯାଇଛି କଣ୍ଢେଇ ନାଚର ସେହି ଯାଦୁଗରୀ କଳାକାର । 03 Jun 2024 08:41 ISTPallipuspa Samal Follow UsMaguni Charan Kuanr passes awayAdvertisment Read More Padma Shri Awardee