""
ବିବିଧ Videos ତାଳଚେର ସହରବାସୀଙ୍କୁ ଘାରିଲାଣି ଡ୍ରେନ୍ ଚିନ୍ତା ଶିଳ୍ପ ସମୃଦ୍ଧ ସହର ତାଳଚେର l ହେଲେ ଏଠାରେ ଅସରାଏ ବର୍ଷା ହେଲେ ଲୋକଙ୍କୁ ଘାରେ ଚିନ୍ତା । ସୁରକ୍ଷାକୁ ନେଇ ଉଠେ ଅନେକ ପ୍ରଶ୍ନ । ମୁକୁଳା ଡ୍ରେନ୍ରେ ପଡ଼ି ଗୃହପାଳିତ ପଶୁଙ୍କ ଯାଏ ଜୀବନ । ଲୋକମାନେ ମଧ୍ୟ ଡ୍ରେନ୍ରେ ପଡ଼ି ଖଣ୍ଡିଆଖାବରା ହୁଅନ୍ତି । 12 Apr 2024 09:39 ISTPallipuspa Samal Follow UsOpen drainsAdvertisment Read More Open Drain