କେତେବେଳେ ବିହନ ସମସ୍ୟା। ଆଉ କେତେବେଳେ ଅଭାବୀ ବିକ୍ରି। ଏବେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପିଆଜ ଚାଷୀ। ପାଞ୍ଚ ଟଙ୍କାରେ ପିଆଜ ନ ବିକି ଜମିରେ ପିଆଜ ଗଦା କରିଛନ୍ତି ବଙ୍ଗୋମୁଣ୍ଡା ଅଂଚଳର ଚାଷୀ...