Advertisment

ବୋଲ ମାନୁନି ବନାଗ୍ନି; ଏ ଜଙ୍ଗଲରୁ ସେ ଜଙ୍ଗଲକୁ ମାଡ଼ି ଚାଲିଛି ନିଆଁ

ସାରା ଦେଶରେ ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ। ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ।

Advertisment

ଦେଶର ବିଭିନ୍ନ ସ୍ଥାନରେ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗୁଛି । ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ(Forest fire) । ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ । ଏଣେ ଜଙ୍ଗଲ ନିଆଁ ରୋକିବାକୁ ପିସିସିଏଫ୍ ବି ହାତ ଟେକିଦେଲେଣି, କହିଛନ୍ତି କେବଳ ବର୍ଷା ହିଁ ଭରସା । ତେବେ ୯୩ ପ୍ରତିଶତ ଜଙ୍ଗଲ ନିଆଁ ଆୟତ୍ତ କରାଯାଇଥିବା କହୁଛନ୍ତି । ପରିବେଶବିତଙ୍କ ଉଦବେଗ ନିଆଁ ଲିଭାଇବା ନୁହେଁ ନିଆଁ କେମିତି ନଲାଗିବ ତାକୁ ପ୍ରାଥମିକତା ଦିଅନ୍ତୁ ସରକାର ।

Advertisment
Fire Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ