By: Pallipuspa Samal
Last updated: 10 January 2023, 12:29 PM IST
ଶିମିଳିପାଳର ମନଲୋଭା ଦୃଶ୍ୟ । ଟୁଙ୍କି ଜଳ ପ୍ରପାତ ପାଖରେ ପ୍ରବଳ ଭିଡ। ଶୀତଦିନରେ ମଜା ନେବାକୁ ଆସୁଛନ୍ତି ଲୋକ ।