By: Minati Mishra
Last updated: 23 September 2021, 12:40 PM IST
ରାଜ୍ୟର ଷଷ୍ଠ ଓ ତଦୁର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଦେବାକୁ ସରକାର ଆରମ୍ଭ କରିଥିଲେ ‘ଖୁସି’ ଯୋଜନା। ହେଲେ ଛାତ୍ରୀଙ୍କ ପାଖରେ ସାନିଟାରୀ ନାପକିନ୍ ପହଞ୍ଚିବା ବଦଳରେ ପଡ଼ିଛି ନୋଡାଲ ସେଣ୍ଟରର ଗୋଦାମରେ ।