Driver Protest
Advertisment
ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ । ତୁଟିଲା ଲାଗି ରହିଥିବା ଅଚଳାବସ୍ଥା । ୩ ଦିନ ଧରି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚଳାଇଥିବା ଡ୍ରାଇଭର ମହାସଂଘ ଶେଷରେ ଆନ୍ଦୋଳନକୁ ସ୍ଥଗିତ ରଖିଛି । ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି କହିଛନ୍ତି, ରାଜ୍ୟ ସରକାରଙ୍କ ୩ ମାସିଆ ମହଲତକୁ ସମ୍ମାନ ଦେଇ ଏବଂ ଜନସାଧାରଣଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ମହାସଂଘ ୯୦ ଦିନ ପାଇଁ ଆନ୍ଦୋଳନରୁ ଓହରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us