By: Pallipuspa Samal
Last updated: 18 June 2022, 04:18 PM IST
ଗରମ ମୌସୁମରେ ବି ଅଙ୍ଗୁର ଚାଷ । ଦୁଆର ମୁହଁରେ ପେନ୍ଥା ପେନ୍ଥା ହୋଇ ଫଳିଛି ଅଙ୍ଗୁର। ଏତେ ମାତ୍ରାରେ ଫଳ ଆସିଛି ଯେ, ଗଛରେ ପତ୍ର ବି ଦେଖାଯାଉନି। ନୂଆପଡ଼ାରେ ନୂଆ କରି ଫଳିଥିବା ଅଙ୍ଗୁରକୁ ଦେଖି ଉତ୍ସାହିତ ଚାଷୀ