Advertisment

ଜନ୍ମ କଲା ମାଆ ଫୋପାଡି ଚାଲିଗଲା, ଜର୍ମାନୀରୁ ଆସି କୋଳେଇ ନେଲେ ଦମ୍ପତି

ଦିନେ ଜୀବନ ସହ ସଂଘର୍ଷ କରୁଥିଲା ନବଜାତ ଶିଶୁକନ୍ୟାଟି.. ହେଲେ ଆଜି ଦେଖନ୍ତୁ କୁନି ପରୀ ଟିଏ ଭଳି ଦିଶୁଛି.. ଟୁକୁ ଟୁକୁ ଅନାଇ ଖିଲି ଖିଲି ହସୁଛି..କୋଳରେ ଗେହ୍ଲା ହୋଇ ବୋତଲ ଧରି କ୍ଷୀର ଖାଉଛି.. ଏଇ କୁନି ଝିଅକୁ ଈଶ୍ୱର ସାହା ହୋଇଛନ୍ତି.. ଆଉ ସେ ଅନାଥ ନୁହେଁ.. ତା ଭାଗ୍ୟ ବଦଳିଯାଇଛି..

Cuttack Child Adoption
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ