କିରେ ବବି ଭାଇ କଣ ଓଡିଆ କହୁନାହାନ୍ତି। ନାରଣ ତୁ ଭଲରେ ଶୁଣ...ସେ କହିଲେ ଆଉ ଫୋନ୍‌ରେ ହ୍ୟାଲୋ ନକହି ନବୀନ ପଟ୍ଟନାୟକ କହିବ। ବୁଝିଲୁ...ଖାଲି ତ କନକନ ହେଉଛୁ। ଦେଖ୍‌ ପୁଣି କହିଲେଣି ମାଆଙ୍କ ପାଖରେ ୧୦୦ ମୁଣ୍ଡ। ଆଲୋ ଦଶହରା ପରେ ମୁଣ୍ଡ ବଳି କିଏ ମାଗିଲା କିରେ?