By: Pallipuspa Samal
Last updated: 18 October 2022, 08:27 AM IST
ରାଗିଗଲେ ଟ୍ରାଫିକ୍ ବାବୁ। ବେଶି କଥା କହନା...ନହେଲେ ଗୋଟିଏ ଠେଲା ଦେବି ସିଧା ଗାଡିରେ ବାଜିବୁ। ଆଉ...ତୁମେ ନୋ ପାର୍କିଂ ଜାଗାରେ ପାର୍କିଂ କରିବ, ଆମେ ତୁମକୁ ମାରିବୁନି କଣ ଛାଡିବୁ?