Mission Shakti
Advertisment
କିଏ ଧାନ ଚାଷ ପାଇଁ ନେଇଥିବା ଋଣକୁ ଝିଅ ବାହାଘରରେ ଲଗେଇ ଦେଇଛନ୍ତି,ତ କେଉଁଠି ବିବାଦରୁ ବୁଡ଼ି ଗଲାଣି ଛତୁ ଚାଷ ଲାଗି ଦିଆଯାଇଥିବା ଲୋନ୍। ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଦିଆଯାଉଥିବା ଋଣର ବାସ୍ତବ ସ୍ଥିତି କିଛି ଅଲଗା । ଏକଥା ଆମେ କହୁନୁ । ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟିର ରିପୋର୍ଟରୁ ଖୋଲିଛି ମିଶନ୍ ଶକ୍ତି ଋଣ ବ୍ୟବସ୍ଥାର ଏମିତି କିଛି ଗୁମର। ଯାହାକୁ ନେଇ ଦୁର୍ନୀତିର ଗନ୍ଧବାରି ବର୍ଷିଛନ୍ତି ବିରୋଧୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us