""
ବିବିଧ Videos ବାହାର ରାଜ୍ୟରେ ଦାଦନ ଖଟୁଥିଲେ, ଚାଷ କରି ଲକ୍ଷପତି ବାହାର ରାଜ୍ୟରେ ଦାଦନ ଖଟୁଥିଲେ, ଏବେ ନିଜ ଘରେ ରହି ଲକ୍ଷପତି । ୟୁଟୁବ୍ ଦେଖି ବଦଳିଯାଇଛି ଭାଗ୍ୟ । ରୋଜଗାର ଆଶାରେ ଦିନେ ଘରୁ ଗୋଡ଼ କାଢ଼ିଥିଲେ ଏବେ ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର । ଷ୍ଟ୍ରବେରୀ ଚାଷ କରି ଲକ୍ଷ ଲକ୍ଷ ରୋଜଗାର । 23 Mar 2024 10:46 ISTPallipuspa Samal Follow Ussuccessful strawberry farmerAdvertisment Read More Ganjam Successful Farmer