Migrant labourer
Advertisment
ଜନ୍ମ ମାଟି ଓ ପରିବାର ଛାଡ଼ି ଦୂର ଜାଗାକୁ ଯିବାଠାରୁ ବଳି ଦୁଃଖ ନାହିଁ। ତଥାପି ପେଟ ପୋଷିବାକୁ, ପରିବାର ଚଳାଇବାକୁ ଘରଦ୍ବାର ଛାଡ଼ି ଦେଶ ବିଦେଶକୁ ଯିବାକୁ ପଡ଼େ। ସେଠାରେ ଯଦି କିଛି ଅଘଟଣ ଘଟେ, ବଢ଼ିଯାଏ ଦୁଃଖ । ସେମିତି କିଛି ଘଟିଛି ଗଂଜାମ ଖଲ୍ଲିକୋଟ ଅଞ୍ଚଳର ରାଜୁ ମଲ୍ଲିକଙ୍କ କ୍ଷେତ୍ରରେ । ଅଢ଼େଇ ବର୍ଷ ତଳେ କାମ କରିବାକୁ ଦୁବାଇ ଯାଇଥିବା ରାଜୁ ସେଠାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଏବେ କୋମାରେ ଅଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us