Advertisment

ଚାଷ କରି ପଲ୍ଲୀରୁ ଦିଲ୍ଲୀ ଗଲେ ମହିଳା ଚାଷୀ

ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି।

Advertisment

ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି। ସେ ହେଲେ ମୟୁରଭଞ୍ଜ ଜିଲ୍ଲା ଜଶିପୁର ଗୁଇଲି ଗ୍ରାମର ସୁବାସା ମହାନ୍ତ।

Advertisment

ଏ ହେଲା ତାଙ୍କ ହାତ ତିଆରି ମାଣ୍ଡିଆ ଚାଷ। ଦେଖନ୍ତୁ କେମିତି ସବୁଜିମାରେ ଭରିଯାଇଛି କ୍ଷେତ। ସୁବାସାଙ୍କୁ ଚାଷ କାମରେ ସାହାଯ୍ୟ କରନ୍ତି ତାଙ୍କ ସ୍ୱାମୀ। ଦିନେ ସୁବାସା ଘରର ଚାରି କଣ ଚୁଲି ମୁଣ୍ଡରେ ନିଜର ଭାଗ୍ୟକୁ ଦେଖୁଥିଲେ। ସମୟ ବଦଳିଗଲା। ସେ ମାଣ୍ଡିଆ ଭଳି ଏକ ଚାଷ କରିବାର ଉପାୟ ପାଇଗଲେ। ଆଉ ଆଜି ସେ ନିଜେ ସାବଲମ୍ବୀ ହବା ସହିତ ଅନ୍ୟକୁ ରୋଜଗାରର ବାଟ ଦେଖାଇଛନ୍ତି।

G20 Summit Odisha News Millets Mission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ