Free Treatment
Advertisment
କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ହେଲେ ଏ ସ୍ୱାର୍ଥପର ଦୁନିଆରେ ଡାକ୍ତର ମାନେ ଅର୍ଥ ପିପାଶୁ ହେବାକୁ ଲାଗୁଛନ୍ତି । ମାତ୍ର ଏପରି ଜଣେ ଡାକ୍ତର ଅଛନ୍ତି ଯିଏ କି ଏହି ସ୍ୱାର୍ଥପର ଦୁନିଆଁରେ ନିର୍ସ୍ୱାର୍ଥପର ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ତାହା ପୁଣି ମାଗଣାରେ । ସେ ହେଲେ ବରଗଡ ଜିଲ୍ଲା ସୋହେଲା ବ୍ଲକ ସରକଣ୍ଡା ଗ୍ରାମର ଡାକ୍ତର ମେଘନାଥ ମେହେର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us