Advertisment

ମୋ ଝିଅ IAS ହେବ

ଯେବେ ଗରିବ ଝିଅଟିଏ ସଫଳତା ପାଏ । ପରିବାରରେ ଖେଳିଯାଏ ଖୁସିର ଲହରୀ । ଦୁଃଖ ଭିତରେ ଫୁଟି ଉଠେ ହସ । ସମସ୍ତେ ଝିଅଟିକୁ ବେଶ୍ବାହା ବାହା କରନ୍ତି । ଗରିବ ବାପା ଫଳ ବିକନ୍ତି । ଝିଅ ରୂପା ସା ବି ବାପାଙ୍କୁ କାମରେ ସାହାଯ୍ୟ କରନ୍ତି । ଏବେ ମାଟ୍ରିକ ପରୀକ୍ଷାରେ A-1 ଗ୍ରେଡ ଆଣିଛନ୍ତି ଏହି ଗରିବ ଝିଅ ରୂପା ।

Advertisment
Odisha Matric Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ