Music Director
Advertisment
ନିର୍ମାଣ ଶ୍ରମିକରୁ ସଙ୍ଗୀତ ନିର୍ଦ୍ଦେଶକ । ସ୍କୁଲ ବେଳେ ଶ୍ରମିକ, କଲେଜ ବେଳେ ରାଜମିସ୍ତ୍ରୀ । ହେଲେ ଜୀବନରେ ଜଣେ କଳାକାର ହେବାର ଜିଦ୍ ପାଇଁ ଏହି ଯୁବକ ଏବେ ଚର୍ଚ୍ଚାରେ । ନିଜେ ଗୀତ ଲେଖୁଛନ୍ତି, ସ୍ୱରରେ ସଜାଉଛନ୍ତି ଆଉ ନିଜେ ଗାଉଛନ୍ତି । ପୁଣି ମ୍ୟୁଜିକ ଆଲବମରେ ସାଜୁଛନ୍ତି ନିର୍ଦ୍ଦେଶକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us