Advertisment

ମଲା ପରେ ବି ଅସ୍ଥି ନେବାକୁ ଆସିଲେନି.. କିନ୍ତୁ ପ୍ରୟାଗରାଜରେ ହେବ ଅସ୍ଥି ବିସର୍ଜନ..

ଜନ୍ମରୁ ମୃତ୍ୟୁ ଯାଏ ଏମିତିକି ମୃତ୍ୟୁ ପରେ ବି ରକ୍ତ ସମ୍ପର୍କମାନଙ୍କୁ ଖୋଜାପଡ଼େ.. ଏନ୍ତୁଡ଼ିଶାଳରୁ ମଶାଣି ଆଉ ପିଣ୍ଡଦାନ ପର୍ଯ୍ୟନ୍ତ କୂଳ, ପରିବାର, ସମ୍ପର୍କୀୟ ଖୋଜାପଡ଼ନ୍ତି..

Advertisment

ଜନ୍ମରୁ ମୃତ୍ୟୁ ଯାଏ ଏମିତିକି ମୃତ୍ୟୁ ପରେ ବି ରକ୍ତ ସମ୍ପର୍କମାନଙ୍କୁ ଖୋଜାପଡ଼େ.. ଏନ୍ତୁଡ଼ିଶାଳରୁ ମଶାଣି ଆଉ ପିଣ୍ଡଦାନ ପର୍ଯ୍ୟନ୍ତ କୂଳ, ପରିବାର, ସମ୍ପର୍କୀୟ ଖୋଜାପଡ଼ନ୍ତି..କିନ୍ତୁ କରୋନା ଆସି ମଣିଷ ଜାତିଟାକୁ ଶିଖେଇଦେଲା ଯେ ଏ ଦୁନିଆରେ ରକ୍ତ ସମ୍ପର୍କଠୁ ବି ବଡ଼ ମଣିଷପଣିଆର ସମ୍ପର୍କ.. ସେଇଥିପାଇଁ ସେଦିନ ଏଇଠି ଜଳୁଥିଲା ସାମୁହିକ ଜୁଈ.. ଏମାନେ ନିଜ ନିଜ ପରିବାର ପାଇଁ ଥିଲେ ଅଲୋଡ଼ା.. ଅଛୁଆଁ.. ଆଉ ଅଜଣା..

Advertisment
Covid Sundargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ