Advertisment

ସଢ଼େଇରୁ ଘରସଜ୍ଜା ସାମଗ୍ରୀ

ପେଷା ଗ୍ୟାରେଜ ମିସ୍ତ୍ରୀ, ନିଶା ଅଦରକାରୀ ସଢ଼େଇରୁ ଘର କରଣା ସାମଗ୍ରୀ ତିଆରି କରିବା । ଆଖିରେ ସଢ଼େଇ ପଡ଼ିଗଲେ କଥା ସରିଲା, ସଙ୍ଗେ ସଙ୍ଗେ ନେଇଆସି ନୂଆରୂପରେ ସଜେଇ ଦିଅନ୍ତି । ମୟୂରଭଞ୍ଜ ଉଦଳା ଏନଏସି ୭ ନମ୍ବର ୱାର୍ଡର ବିଜୟ କୁମାର କମିଳା । ତାଙ୍କ ହାତ ଲାଗିଲେ ଅଦରକାରୀ ସାମଗ୍ରୀ ପାଲଟିଯାଉଛି ଘରସଜ୍ଜା ସାମଗ୍ରୀ ।

Advertisment
Small Coconut Art Crafts
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ