""
ବିବିଧ Videos ପରିବାରର ସବୁ ଆଶା ପୂରଣ କରୁଥିଲେ, ଆଜି ଆଶା ବାଡ଼ି ଭରସାରେ ଥିରି ଥିରି ହୋଇ ଚାଲୁଛନ୍ତି । କାରଣ ଚାଲିବାକୁ ତାଙ୍କ ଗୋଡ଼ ସାଥ୍ ଦେଉନି । ଆଉ ଯେଉଁ ଲୋକ ବେପାର କରି ଘର ଚଳାଉଥିଲେ । ସେ ଆଜି ନିଜେ ହୋଇପଡ଼ିଛି ଅସହାୟ । ଯିଏ ପରିବାରର ସବୁ ଆଶା ପୂରଣ କରୁଥିଲା, ସିଏ ଆଜି ଆଶା ବାଡ଼ି ଭରସାରେ । ଏମିତି ହଠାତ୍ ହସଖୁସିର ପରିବାରରେ ମାଡ଼ି ଆସିଛି ଅଦିନିଆ ଝଡ଼ । ଆଉ ସବୁକିଛି ଉଜାଡିଦେଇଛି ଗଣ୍ଠିବାତ ରୋଗ । 19 Apr 2024 10:39 ISTPallipuspa Samal Follow UsMan in Binika seeks financial assistanceAdvertisment Read More Financial Assistance Binika