ଆରେ ଆରେ ତୁମ ମାନଙ୍କର ରିଲେସନ୍‌ କଣ? ତୁମକୁ ଏତେ ଗାଳି ଦେଉଛି, ହେଲେ ବି ମତେ ଫୋନ୍‌ କରୁଛ ! ତୁମେ ଏତେ ବାତରା ବୋଲି ମୁଁ ଜାଣିନଥିଲି...ନହେଲେ ତୁମକୁ ଜମାରୁ ନମ୍ବର ଦେଇ ନଥାନ୍ତି