Lower Suktel
Advertisment
ଦୀର୍ଘ ୨୩ ବର୍ଷର ସଂଘର୍ଷ ସଫଳ ହେବ । ଜୀବନ ପାଇବ ଜୀବନ ରେଖା । ମରୁଡି ପ୍ରପିଡିତ ବଲାଙ୍ଗିର ଜିଲ୍ଲା ପାଇଁ ଜୀବନ ଦାୟିନୀ ହେବ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ଆସନ୍ତା ୩ ତାରିଖ ପ୍ରକଳ୍ପକୁ ଉଦଘାଟନ କରିବା ପାଇଁ ବଲାଙ୍ଗିର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ । ତେଣୁ ପ୍ରଶାସନ ତତ୍ପର । ଶାସକ ଦଳ ଉତ୍ସାହିତ । କିନ୍ତୁ ବିରୋଧି କଂଗ୍ରାସର ଅଭିଯୋଗ, ପ୍ରକଳ୍ପ ସରିବାକୁ ଆଉ ଦୁଇବର୍ଷ ଲାଗିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us