""
ବିବିଧ Videos ‘ଶୀତଳ ଭଣ୍ଡାର ନାହିଁ ତ ନୋଟାରେ ପଡିବ ଭୋଟ’ ଭୁତ କୋଠି ପାଲଟିଲାଣି ପୁରୀ ଜିଲ୍ଲାରେ ନିର୍ମିତ ଶୀତଳ ଭଣ୍ଡାର.... ସେଠାରେ ଥିବା ଯନ୍ତ୍ରପାତି ଅଚଳ ହେବା ସହିତ ଅନେକ ସେଥିରୁ ଚୋରି ହେଇଗଲାଣି l କେଉଁଠି ଘର ର ଛାତ ନାହିଁ ତ ଆଉ କେଉଁଠି ଛାତ ଝଡି ପଡ଼ିଲାଣି, ସବୁ ଆଡେ ଏବେ ଜଙ୍ଗଲୀ ପରିବେଶ l 22 Apr 2024 12:24 ISTPallipuspa Samal Follow Usdefunct cold storageAdvertisment Read More Puri Dysfunctional Cold Storage