Advertisment

ବ୍ଲକ୍ ନାହିଁ ତ ଭୋଟ୍ ନାହିଁ

ସରକାର ଆମକୁ ବ୍ଲକ ଦିଅ, ବ୍ଲକ ଦିଅ... ଏ ଆର୍ତ୍ତ ଚିତ୍କାର ଆଜିର ନୁହେଁ ଏହା ଦୀର୍ଘ ବର୍ଷର ଦାବୀ, ଆଦିବାସୀଙ୍କ ପାଇଁ ମାଳ ମାଳ ଯୋଜନା କରି ଡିଣ୍ଡିମ ପିଟୁଥିବା ସରକାର ସେମାନଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା କହିଛନ୍ତି ମୟୁରଭଞ୍ଜ ଶରତ ବାସିନ୍ଦା

Advertisment

ସରକାର ଆମକୁ ବ୍ଲକ ଦିଅ, ବ୍ଲକ ଦିଅ... ଏ ଆର୍ତ୍ତ ଚିତ୍କାର ଆଜିର ନୁହେଁ ଏହା ଦୀର୍ଘ ବର୍ଷର ଦାବୀ, ଆଦିବାସୀଙ୍କ ପାଇଁ ମାଳ ମାଳ ଯୋଜନା କରି ଡିଣ୍ଡିମ ପିଟୁଥିବା ସରକାର ସେମାନଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା କହିଛନ୍ତି ମୟୁରଭଞ୍ଜ ଶରତ ବାସିନ୍ଦା, 1991 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁପଟ୍ଟନାୟକ ଶରତରେ ଆଦିବାସୀ ଜନଜାତି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ଶରତ ବାସୀଙ୍କୁ ଆଉ କପ୍ତିପଦା ଯିବାକୁ ପଡିବନାହିଁ । ଶରତରେ ବ୍ଲକ୍ ହେବ । ହାତ ପାହାନ୍ତାରେ ନିରୀହ ଆଦିବାସୀ ଲୋକେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବା ସହ ଅଂଚଳର ଉନ୍ନତି ହୋଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୁଃଖ ଆଉ ବିଡମ୍ବନାର ବିଷୟ ନବୀନ ସରକାରର 23ବର୍ଷ ଶାସନ ପରେ ବି ଶରତ ବ୍ଲକ ମାନ୍ୟତା ପାଇପାରିଲା ନାହିଁ । ଏଣିକି ବିଜେଡି ନେତା ଭୋଟ୍ ପାଇଁ ଆସିଲେ ଅଂଚଳରେ ପ୍ରବେଶ କରାଇ ନଦେବା ସହ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବୁବୋଲି ଚେତାବନୀ ଦେଇଛନ୍ତି ଏହି ଅଞ୍ଚଳବାସୀ ।

Advertisment
Odisha News Mayurbhanj Udala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ