Advertisment

ଟାଟା କଲୋନୀ ବିସ୍ଥାପିତଙ୍କ ଦୁର୍ଦ୍ଦଶା; ପ୍ରମାଣ ପତ୍ର ନଥିବାରୁ ପିଲାଏ ଅପାଠୁଆ

ମୁଣ୍ଡ ଗୁଞ୍ଜି ରହୁଥିବା ଘର ଅତି ବିପଦ ସଂକୁଳରେ । ପିଲାଙ୍କ ଭବିଷ୍ୟତ ଅନ୍ଧାରରେ । ପାଠ ପଢା ସାଙ୍ଗକୁ ସବୁଥିରେ ଏମାନଙ୍କ ସମସ୍ୟା। ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି ଗଞ୍ଜାମ ଧରାକୋଟ ଗ୍ରାମ ପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା ।

Advertisment

ମୁଣ୍ଡ ଗୁଞ୍ଜି ରହୁଥିବା ଘର ଅତି ବିପଦ ସଂକୁଳରେ । ପିଲାଙ୍କ ଭବିଷ୍ୟତ ଅନ୍ଧାରରେ । ପାଠ ପଢା ସାଙ୍ଗକୁ ସବୁଥିରେ ଏମାନଙ୍କ ସମସ୍ୟା। ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି ଗଞ୍ଜାମ ଧରାକୋଟ ଗ୍ରାମ ପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା । ଗତ ୧୯୯୦ ମସିହାର ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲା ଘୋଡ଼ାପାଲି ଗ୍ରାମ । ଭିଟାମାଟି ଚାଲିଯିବା ପରେ ସରକାରଙ୍କ ଉଦ୍ୟମ କ୍ରମେ ଟାଟା କମ୍ପାନୀ ପକ୍ଷରୁ ଗାଁର ୧୩୦ ପରିବାରକୁ ୧୯୯୧ ମସିହାରେ ପକ୍କାଗୃହ ଯୋଗାଇ ଦିଆଗଲା । ଆଉ ୩୧ ବର୍ଷ ପରେ ଏବେ ସମସ୍ୟାରେ ସନ୍ତୁଳିତ ହୋଇ ଅଣନିଶ୍ଵାସି ହୋଇ ପଡିଛନ୍ତି ଗାଁ ଲୋକେ ।

Advertisment
Odisha Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ