""
ବିବିଧ Videos ସବୁ ଦେଖି ବି ପ୍ରଶାସନ ଚୁପ୍ ଗ୍ରୀଷ୍ମର ଡହ ଡହ ଖରାରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବାବେଳେ ଭଦ୍ରକ ଚାନ୍ଦବାଲିରେ ସ୍ଥିତି କିନ୍ତୁ ଆହୁରି ସାଙ୍ଗାତିକ । ଜିଲ୍ଲା ଚାନ୍ଦବାଲି ବ୍ଲକ ତହସିଲ ଅଧିନରେ ଗଢ଼ି ଉଠିଥିବା ବେଆଇନ ଇଟା ଭାଟି ଗରମ ଗୁଳୁଗୁଳିକୁ ଯେମିତି ଦ୍ୱିଗୁଣିତ କରୁଛି । ଇଟା ଭାଟିରେ ବ୍ୟବହୃତ କାଠ କୋଇଲାରୁ ନିର୍ଗତ ଧୂଆଁ କେବଳ ପରିବେଶ ପ୍ରଦୂଷଣ କରୁନାହିଁ ବରଂ ଅତ୍ୟନ୍ତ ଖରା,ଗରମରେ ସ୍ଥାନୀୟ ଲୋକଙ୍କୁ ଏମିତି ଵେହାଲ କରୁଛି ଯେ ଏବେ ସାଧାରଣ ଲୋକେ ସ୍ଵର ଉଠାଇବାକୁ ବାଧ୍ୟ ହୋଇଛନ୍ତି । 11 Apr 2024 11:45 ISTPallipuspa Samal Follow Usillegal brick kilnAdvertisment Read More Chandbali Illegal Brick Kilns