""
ବିବିଧ Videos ବାଃ ବାଃ ସରକାର ! ପୁଳାପୁଳା ଯୋଜନା, କଣଠେସା ଗରଡ଼ାପାଣି ଗାଁ ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଆପଣ ଭାବୁଥିଲେ ଏହା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ରାଲି ହୋଇଥିବ । କିନ୍ତୁ ସେମିତି ନୁହଁ । ଏହା ହେଉଛି ୨୯ବର୍ଷ ଧରି ଶିକ୍ଷାଦାନ କରିଥିବା ଜଣେ କର୍ମନିଷ୍ଠ ଶିକ୍ଷକଙ୍କୁ ତାଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା । 27 Mar 2024 12:05 ISTPallipuspa Samal Follow Usshun funeral of elderly manAdvertisment Read More Elderly Man Struggles