Rishikunda
Advertisment
ପ୍ରଚଣ୍ଡ ଗ୍ରୀଷ୍ମରେ ବି ଶୁଖୁନି ଋଷିକୁଣ୍ଡର ଜଳପଥର ଉପରେ ଫୁଟେ ଚଉଡା ଓ ୨ରୁ ୩ ଫୁଟ ଗଭୀର ଥିବା ଏଇ କୁଣ୍ଡର ପାଣି ବର୍ଷସାରା କେବେ ମଧ୍ୟ ଶୁଖିନଥାଏ । ଯେଉଁଥିପାଇଁ ଏଇ ଋଷିକୁଣ୍ଡରେ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଜମିଥାଏ । ହେଲେ ଏହି ଐତିହାସିକ ପୀଠର ବିକାଶ ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us