drink water
Advertisment
ଛି.. ଦେଖିଲେ ହାତ ଧୋଇବାକୁ ବି ଇଚ୍ଛା ହେଉନି.. ଆଉ ଏଇ ପାଣିକୁ ଏଠି ମଣିଷ ପିଉଛନ୍ତି.. ଟିକେ ଏ କୂଅ ବି ଦେଖନ୍ତୁ.. ପାଣି କେମିତି ଆମ୍ବରସ ଭଳି ଦେଖାଯାଉଛି.. ଏବେ ଏଇ କୂଅଟିକୁ ମଧ୍ୟ ଦେଖନ୍ତୁ.. କେତେ ଅସନା ଆଉ ଅପରିଷ୍କାର..ଏଇ ସବୁ ପାଣିକୁ କେମିତି ବା ମଣିଷ ବ୍ୟବହାର କରିପାରିବ ? ଆପଣଙ୍କୁ ଯଦି ଏଇ ପାଣି ପିଇବାକୁ ଦିଆଯାଏ ଆପଣ ପିଇବେ ତ ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us