Advertisment

ମାଘ ମାସର ଜାଡ଼ରେ ରାସ୍ତା କଡ଼େ ଶୋଉଛି ବେଘର ମଣିଷ

ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ ।

Advertisment

ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ । କାହିଁକିନା ଏଠି ପ୍ରଶାସନର ରାତ୍ରୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା ନଥିବାରୁ ଲୋକେ ଏମିତି ମଝି ରାତିରେ ହାଡ଼ଭଙ୍ଗା ଶୀତରେ ଥରି ଥରି ଶୋଇବାକୁ ବାଧ୍ୟ ହେଉଛନ୍ତି  । ଖୋର୍ଦ୍ଧା ଜଟଣୀରୁ ଦେଖନ୍ତୁ ଏହି ରିପୋର୍ଟ...

Advertisment
Locals Demand Jatani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ