Lingaraj owns more than 1 acre of land
Advertisment
ଲିଙ୍ଗରାଜଙ୍କ ୧ ଏକରରୁ ଅଧିକ ଜମି ଉପରେ ଘରୋଇ ମାଲିକାନା, ପଟ୍ଟା କରିଥିବାରୁ ଜମି ଛାଡିବାକୁ ନାରାଜ ସ୍ଥାନୀୟ ଲୋକେ । ସରକାରଙ୍କ ଜାଣନ୍ତରେ ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି । ଜମି ଉପରେ ଅନେକ ଲୋକଙ୍କ କବଜା । ଆପତ୍ତି ଅଭିଯୋଗ ଏପରିକି କୋର୍ଟର ନିର୍ଦ୍ଦେଶକୁ ବି ଖାତିର କରୁନାହାଁନ୍ତି ପ୍ରଭାବଶାଳୀ ଜମି ମାଫିଆ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us