Advertisment

ନିଆରା ପର୍ବ କୁକୁରା ତୁଲା: ଷ୍ଟ୍ରିପ୍ ଯେଉଁ ଗାଁକୁ ଗଲେ ମିଳେ କୁକୁଡା

ଆଦିବାସୀ କନ୍ଧ ସମ୍ପ୍ରଦାୟର ଏକ ବିଶେଷ ପର୍ବ ହେଲା ପୋଢ଼ ବଳି। ଆଉ ସେହି ପୋଢ ବଳି ଯାତ୍ରା ପୂର୍ବରୁ କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆୟୋଜନ ହୋଇଛି କୁକରା ତୁଲା

Advertisment

ପ୍ରକୃତିର ମଣିଷ ହେଉଛି ଆଦିବାସୀ। ଏମାନେ ହେଉଛନ୍ତି ପ୍ରକୃତିର ଉପାସକ। ଏହି ସମ୍ପ୍ରଦାୟ ସୃଷ୍ଟି ଓ ସ୍ରଷ୍ଟାକୁ ନେଇ ଅନେକ କିଛି କଳ୍ପନା କରିଥାଏ ଆଉ କୃତଜ୍ଞତା ଜ୍ଞାପନ ପୂର୍ବକ ବିଭିନ୍ନ ପୂଜାର ଆୟୋଜନ କରିଥାଏ। ବିଶେଷ କରି ପଶୁ ପକ୍ଷୀ ବଳି ଦେବା ଏହି ସମ୍ପ୍ରଦାୟର ଏକ ଚିରାଚରିତ ପ୍ରଥା। ଆଦିବାସୀ କନ୍ଧ ସମ୍ପ୍ରଦାୟର ଏକ ବିଶେଷ ପର୍ବ ହେଲା ପୋଢ଼ ବଳି। ଆଉ ସେହି ପୋଢ ବଳି ଯାତ୍ରା ପୂର୍ବରୁ କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆୟୋଜନ ହୋଇଛି କୁକରା ତୁଲା...

Advertisment
Odisha Nuapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ