Know why children frequently visit near Darakote police station in Ganjam
Advertisment
ସଞ୍ଜ ନଇଁଲେ ଥାନା ପରିସରରେ ରୁଣ୍ଡ ହେଉଛନ୍ତି ପିଲାଏ । କିଏ ଦୋଳି ଖେଳୁଛି ଆଉ କିଏ ସେଲ୍ଫି ନେଉଛି, ଆଉ କିଏ କେତେକ ଖସଡ଼ା, ଚକ୍ର ଘୁରିବାରେ ବ୍ୟସ୍ତ l ଥାନା ପରିସର ପୁରା ଚକାଚକ, ସୁନ୍ଦର ଫୁଲ ଓ ରଙ୍ଗୀନ ଲାଇଟ୍ ବି ରହିଛି । ଗଞ୍ଜାମ ଜିଲ୍ଲାର ଧରାକୋଟ୍ ଥାନା ପରିସରରେ ଲୋକଙ୍କ ଭିଡ଼ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us