Magha Mela
Advertisment
ଖଲିଆପାଲି ପୀଠହିଁ ସନ୍ଥ ବୀମ ଭୋଇଙ୍କ ସିଦ୍ଧି ଓ ସାଧନାର ପୀଠ । ଯେଉଁଠି ମାଘ ଚତୁର୍ଦ୍ଦଶୀଠାରୁ ଆରମ୍ଭକରି ପାଂଚଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ବିରାଟ ମାଘମେଳା । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ଆୟୋଜନ ହେଉଛି ମାଘମେଳା । ଯାହାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି । ଖଲିଆପାଲିର ଏହି ମନ୍ଦିର ସବୁସମୟରେ ବନ୍ଦ ରହୁଥିବାବେଳେ, କେବଳ ମାଘ ମେଳା ସମୟରେ ଖୋଲାରୁହେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us