By: Swadesi Megha Mallhar Prusty
Last updated: 29 January 2024, 10:00 AM IST
ତପ୍ତପାଣିରେ ଉଷ୍ଣପ୍ରସବଣ ମା କନ୍ଧୁଣୀ ଦେବୀଙ୍କ ପୀଠ। ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଉ ଥିବା ଏହି ପୀଠ ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅବସ୍ଥିତ । କେଉଁ ପ୍ରାଚୀନ କାଳରୁ ସ୍ଥାନୀୟ ଆଦିବାସୀ ମାନେ ପ୍ରସ୍ରବଣକୁ ମାଁ କନ୍ଧୁଣୀ ଦେବୀ ବୋଲି ପୂଜାର୍ଚ୍ଚନା କରି ଆସୁଛନ୍ତି। ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଉଥିବା ଉଷ୍ଣପ୍ରସ୍ରବଣ ଏବେ ଅବହେଳିତ।