#ବଦାନ୍ୟ_ବ୍ୟକ୍ତିଙ୍କ_ଉଦାରତା
ଗରିବୀକୁ ମାତ୍ ଦେଇଛି ବଦାନ୍ୟ ବ୍ୟକ୍ତିଙ୍କ ଉଦାରତା... କୁହାଯାଏ ଦୁଃଖ ଯେତେବେଳେ ଆସେ ଯେମିତି ବନ୍ଧୁବାନ୍ଧବ ଓ ପରିବାର ସହ ଆସେ...  କନ୍ୟାପିତା ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାବେଳେ ଦୀର୍ଘ ୧୦ ବର୍ଷ ହେଲା ରୋଗାଗ୍ରସ୍ତ...ଏଣେ ଘରେ ବଢ଼ିଲା ଝିଅ ।