Advertisment

ସୀତାଙ୍କ ଅଭିଶାପରୁ ଅର୍ଦ୍ଧନଗ୍ନ ବଣ୍ଡା

ମଥାରେ କେଶ ରଖନ୍ତି ନାହିଁ… ଦେହରେ ବି ପୋଷାକ ଖୁବ୍ କମ୍ ପିନ୍ଧନ୍ତି.. କଥାରେ ଅଛି ବଣ୍ଡା-ଲଣ୍ଡା.. କିନ୍ତୁ ଏହା ପଛରେ ରହିଛି ରାମାୟଣର ସମ୍ପର୍କ.. ସେଦିନ ମାତା ସୀତା କାହିଁକି ଦେଇଥିଲେ ଅଭିଶାପ !

Advertisment

ଘଞ୍ଚ ଅରଣ୍ୟ। ସୁରମ୍ୟ ପର୍ବତମାଳ ମଝିରେ ଏମାନଙ୍କ ଘର। ଏହି ବେଶ ପୋଷାକ ହିଁ ଏମାନଙ୍କ ପରିଚୟ। ଏମାନେ ମାଲ୍ୟବନ୍ତଗିରୀର ବଣ୍ଡା ଆଦିବାସୀ। କଥାରେ ଅଛି ବଣ୍ଡା-ଲଣ୍ଡା। ଅର୍ଥାତ୍ ବଣ୍ଡା ମହିଳାମାନେ ମଥାରେ କେଶ ରଖନ୍ତି ନାହିଁ। ଦେହରେ ପୋଷାକ ବି ଖୁବ୍ କମ୍ ପିନ୍ଧନ୍ତି। ହେଲେ କ’ଣ ପାଇଁ ? ଆପଣଙ୍କ ମନରେ ଏ ପ୍ରଶ୍ନ ଆସୁଥିବା, ଏମିତି ଏ ବନବାସୀମାନେ ଅର୍ଦ୍ଧନଗ୍ନ କ’ଣ ପାଇଁ ?

Advertisment

ଲୋକକଥାକୁ ଆଧାର କଲେ ଏହି ପ୍ରଶ୍ନର ଉତ୍ତର ପାଇବାକୁ ଆମକୁ ରାମାୟଣ ଯୁଗକୁ ଫେରିବାକୁ ପଡିବ। ବନବାସୀ ପ୍ରଭୁ ଶ୍ରୀ ରାମଙ୍କ କାହାଣୀ ସହ ଯୋଡି ଦେବାକୁ ପଡିବ ଏହି ବଣ୍ଡା ରମଣୀମାନଙ୍କୁ।

Odisha Malkangiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ