By: Pallipuspa Samal
Last updated: 10 May 2022, 01:35 PM IST
ଏମାନଙ୍କ ଘର ପୁରୀରେ ନୁହେଁ। ଆମେ ପୁରୀରେ ରହୁଛୁ...ରାତିରେ ଡେଲିଭରି ଗାଡ଼ି ବି ଆମ ଘର ପାଖକୁ ଆସିପାରୁନି। ଭଙ୍ଗା ଯାଇଛି ମାନେ ଶୀଘ୍ର କାମ ସାର। ବିରୋଧ କରି କାମ ବନ୍ଦେ କୌଣସି ଲାଭ ନାହିଁ। ASI କହିପାରିବ ମନ୍ଦିର ସୁରକ୍ଷିତ ଅଛି କି ନାହିଁ...