By: Pallipuspa Samal
Last updated: 06 June 2022, 01:23 PM IST
ଗାନ୍ଧୀ ପରିବାର ବିନା ଦେଶରେ କଂଗ୍ରେସର ମାନେ କିଛି ନାହିଁ। ଆମେ ସମସ୍ତେ ଚାହୁଁଛୁ କି ରାହୁଲ ଗାନ୍ଧୀ ସଭାପତି ହିଁ ହୁଅନ୍ତୁ। ଆମ ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରେ...କିନ୍ତୁ ଏ ବିଜେପି ସରକାର ଦରଦାମ ବଢାଇବାରେ ବ୍ୟସ୍ତ...ଶୁଣନ୍ତୁ ଖୋଲାକଥା କଣ ଅଧିକ ଆଲୋଚନା କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ