By: Pallipuspa Samal
Last updated: 09 August 2022, 10:01 AM IST
ରୋଗୀଙ୍କ ସହ ଅନ୍ୟାୟ ହେଲେ ମୁଁ ସହିପାରେନା। ସତ କହିବାକୁ ଡରେ ନାହିଁ...ସରକାରଙ୍କୁ ନକହିଲେ ସିଏ ଜାଣିବେ କେମିତି? ସତରେ କଣ ନେତାଙ୍କ ବିନା ଇଚ୍ଛାରେ ରୋଗୀଙ୍କୁ ମିଳିପାରିବନି ICU ବେଡ୍? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନି