#ରାଣୀ_ମାଙ୍କୁ_ଝୁରୁଛି_ବ୍ଲାକି_ତୁଣ୍ଡରେ_ନେଉନି_ଖାଦ୍ୟ_ପାଣି
ଚାଲିଗଲେ ରାଣୀ ମା’… ଝୁରୁଛନ୍ତି ବତକ ... ଝୁରୁଛନ୍ତି ପୋଷା କୁକୁର... ଆଖିରୁ ବହି ଚାଲିଛି ଧାର ଧାର ଲୁହ । ପାଟିକୁ ରୁଚୁନି ଦୁଧ ଭାତ କି ମନ ବି ବୁଝୁନି । ଏଇ ଦେଖନ୍ତୁ କେମିତି ଏକା ଲୟରେ ମା’ଙ୍କ ଆସିବା ପଥକୁ ଚାହିଁ ରହିଛି ପୋଷା କୁକୁର।  ରାଣୀ ମା’ଙ୍କ କଥାକୁ  ମନେ ପକାଇ ଦେଖନ୍ତୁ କେମିତି ଉଚ୍ଚ ସ୍ୱରରେ ଡାକ ଛାଡୁଛି ତାଙ୍କ ଅତି ପ୍ରିୟର ବ୍ଲାକି । ...